https://kanaknews.com/patho-utsav-stop-for-election2019/
ଆଜିଠୁ ଜନପଥରେ ଆଉ ହେବ ନାହିଁ ପଥ ଉତ୍ସବ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ବନ୍ଦ କରିବାକୁ ବିଡିଏ କର୍ତ୍ତୃପକ୍ଷଙ୍କ ନିଷ୍ପତି